ଆଜି ପିଣ୍ଟୁର ଜନ୍ମଦିନ, ଆଶୀର୍ବାଦ କରନ୍ତୁ

2,127

ଆଜି ପିଣ୍ଟୁର ଜନ୍ମଦିନ |

ଆଜି ପିଣ୍ଟୁର ଜନ୍ମଦିନ | ତା’ବାପା ବର୍ଡ଼ରରେ ଡିଉଟି କରୁଛନ୍ତି | ସେ ଜଣେ ଭାରତ ସେନାର କର୍ମଚାରୀ | କାଶ୍ମୀରରେ ତାଙ୍କ ନିଯୁକ୍ତି | ସେ ଓଡ଼ିଆ ପୁଅ ହେଇ ମଧ୍ୟ ଭାରତମାତାଙ୍କ ସମସ୍ତ ସନ୍ତାନ ଏବଂ ପ୍ରତ୍ୟକ ଭାରତୀୟଙ୍କ ସୁରକ୍ଷା ଡୈୟୀତ୍ଵରେ ଅଛନ୍ତି | ସେଥିପାଇଁ, ଆମେ ମଧ୍ୟ ଗର୍ବିତ | କିନ୍ତୁ ଦୁଃଖର ବିଷୟ, ଆଜି ପିଣ୍ଟୁର ଜନ୍ମଦିନରେ ସେ ଉପସ୍ଥିତ ନାହାନ୍ତି | ପିଣ୍ଟୁ ମଧ୍ୟ ଗୋଟିଏ ଜିଦ, ବାପା ଆସିଲେ କେକ କାଟିବା, ଜନ୍ମଦିନ ପାଳିବା | ବାପା ନ ଆସିବା ଯାଏ, ସେ କେକ କାଟିବନି | କେମିତି ବୁଝେଇବି ତାକୁ ମୁ ଜମା ବୁଝି ପାରୁନି |

ତାକୁ ଆପଣ ଆଶୀର୍ବାଦ କରିବେନି?

ଓଡ଼ିଆ ଫୋରମ୍ ପରିବାର ତରଫରୁ, ଆମେ ଜନ୍ମଦିନ ଶୁଭେଚ୍ଛା ଜଣାଉଛୁ | ତାକୁ ଆପଣ ଆଶୀର୍ବାଦ କରିବେନି? କମେଣ୍ଟରେ ହାପି ବାର୍ଥ ଡେ଼ ଲେଖି ଜଣାଇବାକୁ ଅନୁରୋଧ |

Leave A Reply

Your email address will not be published.

WhatsApp chat