କାହାକୁ ଖୋଜୁଛି ଆଖି

ଆପଣମାନଙ୍କ ଦି'ପଦ ଶୁଭ ଶବ୍ଦ କୁ ଉତ୍ସାହିତ କରିବ।

855

କାହାକୁ ଖୋଜୁଛି ଆଖି

।। ତମ କଥା ।।

ଭିଡ ଭିତରେ ବିImage may contain: 1 person, smiling, closeup
ଭାରି ଏକା ଲାଗୁଛି
ଆଜିକାଲି

କାହାକୁ ଖୋଜୁଛି ଆଖି

ଚିନ୍ତା ଚେତନାକୁ
ଆବୋରି ବସିଛି
କାହା ଅନୁଭବ

ଆଛନ୍ନ କରି ରଖିଛି
ଗୋଟାପଣେ

+ + + + + + + + + +

ତମେ ଯିବାପରେ
ସେ ରାସ୍ତା ଦେଇ ଯାଉନି ମୁଁ
ନେଟ୍ ପ୍ୟାକ୍ ସରିଲାଣି କେବେଠୁ
ଆଉ କେହି ନାହିଁ
ଚାଟିଂ କରିବାକୁ ଡେରିରାତି

+ + + + + + + + + +
ତମେ କୁହ
କ’ଣ ଡାକିବି ଏ ନିଆଁକୁ

ପ୍ରତାରଣା ନାଁ ଉପେକ୍ଷା….

ଜାଳୁଛି ମୋତେ ଅହରହ
ନୀରବ କରିଦେଇଛି

ମୁହଁ ଖୋଲିଲେ
ଅପଵାଦ ନାଗରା ବାଜିବ

ମୁଁ ଆଉ ମୁଁ ହେଇ ରହିନାହିଁ…..!!

@ ଯଶଶ୍ରୀ ନାଏକ
1st Semester, Odia
North Odisha University

ଯଦି ଏହି କ୍ଷୁଦ୍ର କବିତା ଆପଣଙ୍କୁ ଭଲ ଲାଗେ, ନିଜ ଟାଇମଲାଇନରେ ସେୟାର କରନ୍ତୁ | ଏହି ପେଜକୁ ଲାଇକ କରିବାକୁ ମୁ ନିଶ୍ଚୟ ଆପଣଙ୍କୁ ଅନୁରୋଧ କରିବି |

 

ଯଦି ଲେଖାଲେଖିରେ ଆପଣଙ୍କ ରୁଚି ଅଛି, ତେବେ ଆପଣ ମଧ୍ୟ ଏହି ୱେବସାଇଟରେ, ନିଜ ଲେଖା ପ୍ରକାଶ କରିପାରିବେ | ଆପଣ ନିଜ ଲେଖାକୁ, ଓଡ଼ିଆଫୋରମ.କମ ରେ ପ୍ରକାଶ କରିବାକୁ ଚାଁହୁଥିଲେ, ଏଇଠି କ୍ଲିକ କରି ରେଜିଷ୍ଟର କରନ୍ତୁ | ନିଜ ଇଉଜର ନେମ (User ID)ଏବଂ ପାସୱାର୍ଡ଼ (Password) ମନେରଖନ୍ତୁ | ଲେଖକ/ଲେଖିକା ହିସାବରେ ନିଜକୁ ପଂଜିକୃତ (Register) କରିବାକୁ, ନିଜ ଇଉଜର ନେମ, ପୁରା ନାମ, ଇମେଲ, ମୋବାଇଲ ନମ୍ବର 6362477128 କୁ SMS କରନ୍ତୁ କିମ୍ବା ଫୋନ କରି ଜଣାନ୍ତୁ |

Leave A Reply

Your email address will not be published.

WhatsApp chat