ଷ୍ଟାର ଖେଳାଳି ଋଷବଙ୍କ ପ୍ରେମରେ ଦିୱାନା ଏହି ଅଭିନେତ୍ରୀ

ନାଁ ଜାଣିକି ଆଶ୍ଚର୍ଯ୍ୟହୋଇଯିବେ

850

ଆପଣମାନଙ୍କୁ ଓଡ଼ିଆଫୋରମ.କମ ପୋର୍ଟଲକୁ ସ୍ୱାଗତ ।

ଖେଳଜଗତ ଓ ବଲିଉଡ ଜଗତକୁ ନେଇ ଏମିତି ବହୁତ ଗୁଡ଼ିଏ ଘଟଣା ମାନ ଘଟିବା ରେ ଲାଗିଛି ଯେଉଁ ଗୁଡ଼ିକ କି ବହୁତ ଆଶ୍ଚର୍ଯ୍ୟ ଜନକ ଅଟେ । ଯେପରି କି ଆପଣ ମାନେ ଜାଣି ଥିବେ କି ବର୍ତମାନ ଭାରତୀୟ ଖେଳାଳି ମାନେ ଅଷ୍ଟ୍ରେଲିଆ ଗସ୍ତରେ ରହିଛନ୍ତି ବୋଲି ।
ଏବେ ତିନୋଟି ମ୍ୟାଚ ସରିବା ପରେ ପରେ ଶେଷ ମ୍ୟାଚରେ ପଦାର୍ପଣ କରିଛି ଆମ ଭାରତୀୟ ଟିମ୍ । ତେବେ ଏବେ ପର୍ଯ୍ୟନ୍ତ ଆମ ଭାରତୀୟ ଖେଳାଳି ମାନେ 7 ୱିକେଟରେ 677 ରନ୍ କରି ଥିବା ବେଳେ ଶେଷ ମ୍ୟାଚରେ ଫଳାଫଳ
କଣ ରହିବ, ତାହା ନେଇ କ୍ରିକେଟ ଫ୍ୟାନ ମାନଙ୍କ ମନରେ ବହୁତ ରହସ୍ୟ ବନ୍ଧି ହୋଇଛି । ତେବେ ଏପରି ବେଳେ
ଅଷ୍ଟ୍ରେଲିଆ ଖେଳାଳି ମାନେ ମାତ୍ର 300 ରନ୍ କରି ସମସ୍ତେ ଅଲ ଆଉଟ ହୋଇ ଥିବା ଜଣା ପଡ଼ିଛି ।
Image result for sara ali khan
ତେବେ, ଏହି ଖେଳରେ ଋଷବ ପଂତ ବହୁତ ଭଳ ଖେଳର ପ୍ରଦର୍ଶନ କରିଥିବା ଜଣାପଡ଼ିଛି | ଆମେ ଆଜି ଆପଣ ମାନଙ୍କୁ ଏହି ଖେଳାଙ୍କ ବିଷୟରେ କହିବା ପାଇଁ ଚାହିଁଛୁ । ସୂଚନା ଅନୁଯାୟୀ, ଏହି କିଛିଦିନ ହେବ  ଭାରତୀୟ ଖେଳାଳି ଋଷବ ପଂତ ଗୋଟିଏ ବଲିଉଡ ଅଭିନେତ୍ରୀଙ୍କ ପ୍ରେମ ରେ ପଡିଛନ୍ତି ବୋଲି ଜଣାପଡ଼ିଛି । ଆସନ୍ତୁ ଏହି ବିଷୟରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।
ତେବେ ଆପଣ ମାନେ ଜାଣିଛନ୍ତି ଆଗରୁ ମଧ୍ୟ ଖେଳଜଗତ ସହିତ ବଲିଉଡ ଜଗତର ବହୁତ ଭଲ ଭାବେ ସଂମ୍ପର୍କ ରହିଛି | ତେବେ ଏହା ଗୋଟିଏ ଆଶ୍ଚର୍ଯ୍ୟ ହେବା ଭଳି ଘଟଣା ନୁହେଁ । ଅନେକ ବଲିଉଡର ଅଭିନେତ୍ରୀ ମାନେ ବହୁତ କ୍ରିକେଟର ମାନଙ୍କୁ ବିବାହ କରି ଥିବା ନେଇ ଏବେ ପର୍ଯ୍ୟନ୍ତ ଚର୍ଚ୍ଚା ସାମ୍ନାକୁ ଆସିଛି ।

“ସୈଫଅଲି ଖାନ୍”ଙ୍କର ଝିଅ “ସାରା ଅଲି ଖାନ୍”ଙ୍କ ବିଷୟରେ

ଋଷବ ପଂତଙ୍କ କ୍ଷେତ୍ରରେ ବି ସେମିତି ଗୋଟିଏ ଘଟଣା ଦେଖିବା ପାଇଁ ମିଳିଛି । ଏଠାରେ ନିଶ୍ଚିତ ଭାବେ ଆପଣ ମାନଙ୍କ ମନରେ ପ୍ରଶ୍ନ ଉଠୁଥିବ, ଆପଣ ମାନଙ୍କୁ କେଉଁ ଅଭିନେତ୍ରୀଙ୍କ ବିଷୟରେ କହିବା ପାଇଁ ଚାହୁଁଛୁ । ତେବେ, “ସୈଫଅଲି ଖାନ୍” ଙ୍କର ଝିଅ “ସାରା ଅଲି ଖାନ୍“ଙ୍କ ବିଷୟରେ କହିବା ପାଇଁ ଚାହିଁଛୁ । ଏହି କିଛିଦିନ ହେବ, ଏମାନଙ୍କ ପ୍ରେମର ଚର୍ଚ୍ଚା ବହୁତ ମାତ୍ରାରେ ହେବାରେ ଲାଗିଛି, ତଥା ସୋସିଆଲ ମିଡ଼ିଆରେ ବି ବହୁମାତ୍ରାରେ ଏ ସୂଚନା ପ୍ରାପ୍ତ ହୋଇଛି ।
ଅନୁରୋଧ – ଆଗକୁ ଖବର ଜାଣିବାକୁ, ଆମ ପେଜକୁ ଲାଇକ କରନ୍ତୁ ଓ ଗୋଟେ ଶେୟାର ନିଶ୍ଚୟ କରନ୍ତୁ।

Leave A Reply

Your email address will not be published.

WhatsApp chat