Browsing Category

ନିଉଜ

କାଳିଆ ଯୋଜନା: ୨ୟ ପର୍ଯ୍ୟାୟରେ ୧୩ଲକ୍ଷ ଚାଷୀଙ୍କୁ ମିଳିବ ସହାୟତା

ଭୁବନେଶ୍ୱର,୧୦।୨(ବ୍ୟୁରୋ):କାଳିଆ ଯୋଜନାରେ ୧୨.୪୫ ଲକ୍ଷ ଚାଷୀଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି) ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁୟାରୀ ୨୪ରେ ପୁରୀଠାରେ ଆୟୋଜିତ କୃଷକ ସମାବେଶରେ ଏହାକୁ ଶୁଭାରମ୍ଭ କରିଥିଲେ। ଏହାଛଡା ଆଉ ୧୩…
Read More...

ସୁନ୍ଦରୀଙ୍କୁ ବିବାହ କଲେ ମିଳେ ୩ ଲକ୍ଷ..

ବିବାହରେ ବାପଘର ଝିଅକୁ ଦେଇଥାନ୍ତି ଯୌତୁକ। ତେବେ ପୃଥିବୀରେ ଏପରି ସ୍ଥାନ ରହିଛି ଯେଉଁଠି ସୁନ୍ଦରୀଙ୍କୁ ବିବାହ କଲେ ୩ ଲକ୍ଷ ଟଙ୍କା ମିଳିଥାଏ। ଆଇସ୍‌ଲାଣ୍ଡରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ କମ୍‌। ଏଠି ପ୍ରାୟତଃ ସମସ୍ତ ଝିଅ ଦେଖିବାକୁ ସୁନ୍ଦର। ତେଣୁ ଏଠାରେ ସରକାରଙ୍କ ପକ୍ଷରୁ ଏକ…
Read More...

କଂଗ୍ରେସରୁ ପ୍ରାର୍ଥୀ ପାଇଁ ୨ ଜଣ ପ୍ରାକ୍‌ ପ୍ରାର୍ଥୀ ସୁପାରିସ କରାଯାଇଛି…

ବରିଷ୍ଠ କଂଗ୍ରେସ ନେତା ତଥା ବିଧାନସଭାର ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରା ଲୋକ ସଭା ନିର୍ବାଚନ ଲଢ଼ିବାକୁ ଆଶାୟୀ ଥିବାରୁ ସେ ଆଗୁଆ ଆବେଦନ କରିଥିବା ସତ୍ତ୍ବେ ତାଙ୍କ ନାମ ବାଦ୍‌ ଦିଆଯାଇଛି...
Read More...

ପୋଲିସ ହେବ ତ ଏମିତି – ପ୍ରିୟ ଥାନାଅଧିକାରୀଙ୍କୁ ଛାଡିବାକୁ ନାରାଜ ଆସ୍କାବାସୀ

ପ୍ରିୟ ଥାନାଅଧିକାରୀଙ୍କୁ ଛାଡିବାକୁ ନାରାଜ ଆସ୍କାବାସୀ ପୋଲିସ ହେବ ତ ଏମିତି । ସାଧାରଣତଃ ପୋଲିସ ଟ୍ରେନିଂ ସମୟରେ ସାଧାରଣ ଲୋକଙ୍କ ସେବା କରିବା ପାଇଁ ତାଲିମ ଦିଆଯାଇଥାଏ । ସାଧାରଣ ଲୋକଙ୍କ ରକ୍ଷକ ଭାବେ କାର‌୍ୟ୍ୟ କରିବାକୁ ଦିଆଯାଇଥାଏ ତାଲିମ । କିନ୍ତୁ ଦେହରେ ବର୍ଦ୍ଦି ପିନ୍ଧିବା ପରେ…
Read More...

୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ

ବାଲେଶ୍ୱର ଅଫିସ: ବାଲେଶ୍ୱରଠାରେ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ ଆଞ୍ଚଳିକ ଯୁବ ସମାବେଶ। ଏଥିରେ ବାଲେଶ୍ୱର ସମେତ ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲାର ୨୭ହଜାର ୫ଶହ ବିଜୁ ଯୁବବାହିନୀ ସହ ପ୍ରଶାସନିକ ଅଧିକାରୀ,  କର୍ମଚାରୀ, ମନ୍ତ୍ରୀ, ଏମ୍‌ପି, ବିଧାୟକ ଏବଂ…
Read More...

ବାୟୋପିକ୍‌ ଫିଲ୍ମ ପରଦାରେ ‘ରାହୁଲ ଗାନ୍ଧୀ’

ନୂଆଦିଲ୍ଲୀ, ୯।୨: ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ରାଜନୈତିକ ପାଣିପାଗ ସରଗରମ ହୋଇପଡିଛି। ନିର୍ବାଚନକୁ ନଜରରେ ରଖି ଦେଶର କିଛି ଶୀର୍ଷ ରାଜନେତାଙ୍କ ବାୟୋପିକ୍‌ ଫିଲ୍ମ ଇତିମଧ୍ୟରେ ରିଲିଜ୍‌ ହୋଇସାରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଦ…
Read More...
WhatsApp chat