ଦୁଇ ଦିନ ମଧ୍ୟରେ ପାଇଲ୍ସକୁ ଜଡରୁ ଶେଷ କରିଦିଏ, ପାନପତ୍ର …

1,926

ପାନପତ୍ର

ଘରେ ଖାଇସାରିବା ପରେ ହଜମ କରିବା କିମ୍ବା ମୁଖବାସ ପାଇଁ ପ୍ରୟୋଗ କରାଯାଇଥାଏ ପାନପତ୍ର, କେବଳ ସ୍ୱାଦିଷ୍ଟ ପୁଡିଆ ନୁହେଁ ବରଂ ଏହାକୁ ଆପଣ ବହୁ ପ୍ରକାରର ସମସ୍ୟାରୁ ମୁକ୍ତି ଦେଇପାରିବ, ଜାଣନ୍ତୁ କେଉଁ କେଉଁ ସମସ୍ୟା ପାଇଁ ଲାଭକାରୀ ଅଟେ ଏହି ପାନପତ୍ର ।
୧) ଆଣ୍ଟି-ସେପ୍ଟିକ୍: ପାନ ପତ୍ର ଏକ ଆଣ୍ଟିସେପ୍ଟିକ୍ ପରି କାମ କରିଥାଏ, ଛୋଟ ମୋଟ ଖଣ୍ତିଆ କିମ୍ବା ମୋଡି ହୋଇଗଲେ ଏହି ପାନର ପତ୍ରକୁ ପେଷିକରି ଲଗାଇଲେ ଲାଭ ମିଳିଥାଏ |
୨) ନାକରୁ ରକ୍ତ ପଡିବା: ପରି ସମସ୍ୟା ଦେଖାଦେଲେ ଏହି ପାନର ପତ୍ରକୁ ଶୁଂଘିଲେ ଲାଭ ମିଳିଥାଏ, ଓ ନାକରୁ ରକ୍ତ ପଡିବା କମିଯାଇଥାଏ |
୩) ଆଖି ଲାଲି ପଡିଲେ: ଥକା କିମ୍ବା ନିଦ ନହେଲେ ଆଖିର ସମସ୍ୟା ହେବା ଦ୍ୱାରା ଆଖି ଲାଲି ପଡିଯାଏ , ପାନର ପତ୍ରକୁ ସିଝାଇ ଥଣ୍ତା ପାଣିରେ ବୁଡାଇ ଆଖିରେ ମାରନ୍ତୁ |
୪) ମୋଟା କଣ୍ଠ ହେଲେ: ଯଦି ଆପଣଙ୍କ କଣ୍ଠ ମୋଟ ହେଉଛି ତେବେ ଏହି ସମୟରେ ପାନ ଖାଇବା ଓ ତାହାର ପାଣି ପିଇବା ଲାଭ ଦାୟକ ହୋଇଥାଏ  , ଏଥିରେ ଆପଣଙ୍କ ଗଳା ଠିକ୍ ହୋଇଯାଏ |
୫) ମାଢୀ : ମାଢିରୁ ରକ୍ତ ପଡିବା କିମ୍ବା ଅନ୍ୟ ଅସୁବିଧା ପାଇଁ ପାନର ପତ୍ରକୁ ସିଝାଇ ତାକୁ ଗାଗଲିଙ୍ଗ୍ କରିଲେ ମାଢୀରୁ ରକ୍ତ ପଡିବା କମି ଯାଇଥାଏ|
୬) ବ୍ରୋକାଇଟିସ୍ – ପାନର ୭ ଟି ପତ୍ରକୁ ପାଣିରେ ଚିନି ମିଶାଇ ସିଝାନ୍ତୁ, ଯେବେ ପାଣି ଗୋଟେ ଗିଲାସ ହୋଇଯିବ ତେବେ ତାକୁ ଦିନରେ ୩ ଥର ପାଣିରେ ପିଇଲେ ବ୍ରୋକାଇଟିସ୍’ରୁ ଲାଭ ମିଳିଥାଏ |

 

୭) କଫ: ପାନର ୧୫ ଟି ପତ୍ରକୁ ତିନି ଗିଲାସ ପାଣିରେ ସିଝାନ୍ତୁ , ଯେବେ ପାଣି ଗୋଟେ ଭାଗ ରହିଯିବ ତେବେ ଏହାକୁ ମେଡିସିନ୍ ପରି ଦିନରେ ୩ ଥର ପିଅନ୍ତୁ, ଏହା ଦ୍ୱାରା କଫ ବାହାରିବାରେ ସହଜ ହେବ ।
୮) ଶରୀରରୁ ଦୁର୍ଗନ୍ଧ: ଶରୀରରୁ ଦୁର୍ଗନ୍ଧ ଆସୁଥିଲେ ପାନର ପାଞ୍ଚଟି ପତ୍ର, ଦୁଇ କପ୍ ପାଣିରେ ସିଝାଇ ଏହି ପାଣିକୁ ଦ୍ୱିପହର ସମୟରେ ପିଇଲେ ଲାଭ ମିଳିଥାଏ |
୯) କୁଣ୍ତିଆ: ଶରୀରରେ କୁଣ୍ତିଆ ହେଲେ ପାନର ପତ୍ରକୁ ସିଝାଇ ସେହି ପାଣିରେ ଗାଧୋଇଲେ କୁଣ୍ତିଆ ଭଲ ହୋଇଯାଇଥାଏ |
୧୦) ପାଇଲ୍ସ କିମ୍ବା ବବାଶୀର: ଦୁଇଦିନ ପାଇଁ ପାନର ପତ୍ର ଖାଆନ୍ତୁ, ଏହା ଛଡା କିଛି ବି ଖାଆନ୍ତୁ ନାହିଁ , ୪୮ ଘଣ୍ଟାରେ ପାଇଲ୍ସ ଜଡରୁ ଶେଷ ହୋଇଯୀବ, ଏହାକୁ ସିଧା ସଳଖ ଚୋବେଇ ଚୋବେଇ ଖା’ନ୍ତୁ | ଏହା ଛଡା ଏହି ସମୟରେ କୌଣସି ତେଲ ମସଲା ଜାତୀୟ ଖାଦ୍ୟ ଖାଇବା ଅନୁଚିତ |

 

ତେଣୁ ମୋ ପେଜ ଗୁଡିକ ମଧ୍ୟ ଲାଇକ କରନ୍ତୁ | ଅଶେଷ ଧନ୍ୟବାଦ |

Leave A Reply

Your email address will not be published.

WhatsApp chat