ସୁନ୍ଦରୀଙ୍କୁ ବିବାହ କଲେ ମିଳେ ୩ ଲକ୍ଷ..

43

ବିବାହରେ ବାପଘର ଝିଅକୁ ଦେଇଥାନ୍ତି ଯୌତୁକ। ତେବେ ପୃଥିବୀରେ ଏପରି ସ୍ଥାନ ରହିଛି ଯେଉଁଠି ସୁନ୍ଦରୀଙ୍କୁ ବିବାହ କଲେ ୩ ଲକ୍ଷ ଟଙ୍କା ମିଳିଥାଏ। ଆଇସ୍‌ଲାଣ୍ଡରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ କମ୍‌। ଏଠି ପ୍ରାୟତଃ ସମସ୍ତ ଝିଅ ଦେଖିବାକୁ ସୁନ୍ଦର। ତେଣୁ ଏଠାରେ ସରକାରଙ୍କ ପକ୍ଷରୁ ଏକ ଅଜବ ଘୋଷଣା କରାଯାଇଛି। ଏଠାକାର ସୁନ୍ଦରୀ କନ୍ୟାଙ୍କୁ ବିବାହ କଲେ ମାସିକ ୩ ଲକ୍ଷ ଟଙ୍କା ଦରମା ଥିବା ଚାକିରି ସରକାର ଦେଇଥାନ୍ତି। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏଠାରେ ହିଁ ରହିବାକୁ ପଡ଼ିଥାଏ। ତାଙ୍କୁ ସରକାର ଏଠାକାର ନାଗରିକତ୍ୱ  ସହଜରେ ଦେଇଥାନ୍ତି।

Leave A Reply

Your email address will not be published.

WhatsApp chat