ଢେଙ୍କାନାଳ ଏମ୍‌ପି ତଥାଗତ ସତପଥୀ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି।

631

ଣିହାଁ,୧୨।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କଣିହା ବ୍ଲକକୁ ଶନିବାର ଢେଙ୍କାନାଳ  ଏମ୍‌ପି ତଥାଗତ ସତପଥୀ ଗସ୍ତ କରିଥିଲେ। ଗସ୍ତକାଳରେ ଏମ୍‌ପି ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି। ଏଥି ସହ ସେ  ଜନସାଧାରଣଙ୍କ ବିଭିନ୍ନ  ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.

WhatsApp chat