କାହିଁକି ଫୁଙ୍କାଯାଏ ଶଙ୍ଖ…

ଶୁଭକାର୍ଯ୍ୟରେ ଶଙ୍ଖନାଦ କରାଯାଏ କାହିଁକି

814

ଶଙ୍ଖର ଧ୍ୱନି ମନରେ ଶାନ୍ତି ଆଣିଥାଏ। ଏହା ଦ୍ୱାରା ଏକାଗ୍ରତା ବୃଦ୍ଧି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ଶଙ୍ଖଧ୍ୱନି ଏକ ପବିତ୍ର ଧ୍ୱନି। ପୂଜାର ଆରମ୍ଭରେ ପୂଜାମଝିରେ, ଆରତିର ଆରମ୍ଭ ଓ ଶେଷରେ ଏବଂ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଶଙ୍ଖ ବଜାଇବା ଦ୍ୱାରା ଘରେ ସୃଷ୍ଟି ହୋଇଥାଏ ସକାରାତ୍ମକ ପରିବେଶ। Image result for ଶଙ୍ଖଧ୍ୱନିବାତାବରଣରେ ଥିବା ଅନିଷ୍ଟକାରୀ ଶକ୍ତି ହ୍ରାସ ପାଏ। ଶଙ୍ଖ ଧ୍ୱନୀ ଘରର ବାସ୍ତୁ ଦୋଷ ନାଶ କରେ। ଏହାର ପ୍ରଭାବରେ ଜୀବନ ହୋଇଥାଏ ମଙ୍ଗଳମୟ। ତେବେ ଚିକିତ୍ସା ବିଜ୍ଞାନ ଅନୁସାରେ ଶଙ୍ଖ ଫୁଙ୍କିବା ଦ୍ୱାରା ରକ୍ତ ସଞ୍ଚାଳନ ବୃଦ୍ଧି ପାଏ। ଏପରିକି ହାର୍ଟ ଆଟାକ୍‌ ଏବଂ ଫୁସ୍‌ଫୁସ୍‌ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ସବୁଦିନ ଶଙ୍ଖ ବଜାଉଥିବା ବ୍ୟକ୍ତିଙ୍କ ମୁଖ ମଣ୍ଡଳର ବ୍ୟାୟାମ ହୋଇଥାଏ। ଫଳରେ ମୁଖ ମଣ୍ଡଳରେ ଯୁବ ସୁଲଭ ଠାଣି ରହିଥାଏ।

Leave A Reply

Your email address will not be published.

WhatsApp chat